ଗଛରେ ବାଇକ ପିଟି ହୋଇ ଦୁଇ ମୃତ :  ଜଣେ ଗୁରୁତର 

Spread the love
ବାଲିଗୁଡା,20/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ  ହରାଇ  ଗଛକୁ ପିଟି ହେବାରୁ ବାଇକ ରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ  ଜଣେ ଗୁରୁତର ହୋଇଛନ୍ତି ।  ମୃତକ ଦୁଇ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ  ଦାନୁଙ୍ଗିଆ ଗାଁ ର  ରିବିୟାନ ମାଝୀ ଏବଂ ଆହାତ ହେଲେ ଅନନ୍ତ ମାଝୀ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ ନାହିଁ l ଶନିବାର  ଦିନ ଦଶଟା ବେଳେ ଗାଁରୁ ତିନିଜଣ ଗୋଟିଏ ବାଇକରେ ବାଲିଗୁଡାକୁ  ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଖବର ପାଇ  ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment