ଭଦ୍ରକ ,୦୨/୦୧/୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା):- ଗଛରେ ପିଟି ହେଲା କାର। ଏହି ଦୁର୍ଘଟଣା ରେ ୪ ଗୁରୁତର । ଭଦ୍ରକ ଧାମନଗର ମୁଖ୍ୟ ରାସ୍ତାର ଗୁଆଲଡିହ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଥିବା ଏକ ଶିରିଶ ଗଛରେ କାର ପିଟି ହୋଇଥିଲା । ପ୍ରଥମେ ଗୁରୁତରଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଗୋଷ୍ଠୀସାହ୍ୟାକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ୍ ମୃତୟନ ହୋଇଛନ୍ତି ।



