ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ଥିବା ନୂଆ ୧୦୦ ଟଙ୍କିଆ ନୋଟ୍‌

Spread the love

ମୁମ୍ବାଇ,୨୭ /୨ (ସନ୍ଧାନ ନିଉଜ) : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆର୍‌ବିଆଇ) ମଙ୍ଗଳବାର ଏକ ପ୍ରେମ ରିଳିଜ୍‌ରେ ସୂଚୀତ କରିଛି ଯେ ନୂଆ ୧୦୦ ଟଙ୍କିଆ ନୋଟ୍‌ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ। ଆହୁରି ବି କୁହାଯାଇଛି ନୂଆ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତଖତ ସହ ଏହି ନୂଆ ନୋଟ୍‌ ଜାରି କରାଯିବ। ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ପ୍ରକାଶ ପାଇଥିବା ୧୦୦ ଟଙ୍କିଆ ନୋଟ୍‌ ମଧ୍ୟ ପୂର୍ବ ପରି ଚାଲିବ।

ପ୍ରେସ୍‌ ରିଲିଜ୍‌ ପ୍ରକାଶ କରି ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ଯେ ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ଥିବା ନୂଆ ୧୦୦ ଟଙ୍କିଆ ସିରିଜ୍‌ରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ଏହା ଖୁବ୍‌ ଶୀଘ୍ର ବଜାରରେ ବୁଲିବ।

Related Posts

About The Author

Add Comment