ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ସାମଗ୍ରୀ ହଡ଼ପ

Spread the love

ବାରିପଦା, ୨୬/୦୭/୨୦ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲା ବାରିପଦା ସହରରେ  ଖାଦ୍ୟ ସୁରକ୍ଷା ଯୋଜନାରେ । ଦିଆଯାଉଥିବା ରାଶନ ସାମଗ୍ରୀରେ । ହେରଫେର ହେଉଥିବା ନଜରକୁ ଆସିଛି । ୨ଟି କାର୍ଡରେ ଦୁଇବର୍ଷ ହେଲା ରାଶନ ସାମଗ୍ରୀ ହଡ଼ପ କରାଯାଉଛି। ଏନେଇ କହି ପ୍ରତିବାଦ କରିଥିବା ହିତାଧିକାରୀଙ୍କୁ ଲା ଡିଲର ଗାଳିଗୁଲଜ କରିବା ଭିଡିଓ ଏବେ ଆ ସୋସିଆଲ ମିଡିଆରେ ଭାଇରାଲ ମା ହେବାରେ ଲାଗିଛି । ଯାହା ଜିଲାରେ ଖା ଚର୍ଚ୍ଚାର ବିଷୟ ପାଲଟିଛି। । ସୂଚନା ଅନୁଯାୟୀ, ବାରିପଦା । ସହରର ୧୯ନ, ୱାର୍ଡର ଲକ୍ଷ୍ମୀପ୍ରିୟା ମହାରିଙ୍କ କାର୍ଡରେ ତାଙ୍କ ସମେତ ୫ଜଣଙ୍କ ନାମରେ ରାଶନ ସାମଗ୍ରୀ ମିଳୁଥିଲା । ଦେଢ଼ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କ ଝିଅ ସୁଜାତାଙ୍କ ବାହାଘର ହୋଇଥିଲା । ବାହାଘର ପରେ ତାଙ୍କ ଅର ନାମ ତାଲିକାରୁ କଟଯାଇଥିବା କହି ୧୯ ନମ୍ବର ୱାର୍ଡରେ ଥିବା ତିଲର ତା ଲାବଣ୍ୟ ବାରିକ ତାଙ୍କ ପରିବାରକୁ ରେ ଆଉ ରାଶିନ ସାମଗ୍ରୀ ଦେଇ ନ ଥିଲେ। । ମାସକ ତଳେ ଲକ୍ଷ୍ମୀପ୍ରିୟାଙ୍କ ପୁଅ ମାନସ । ଖାଦ୍ୟ ଯୋଗାଣ ୱେବସାଇଟ୍ ଚେକ୍

କରୁଥିବା ବେଳେ ତାଙ୍କ ଭଉଣୀଙ୍କ । ନାମ ରାଶନକାର୍ଡରେ ଥିବା ଜାଣିବାକୁ ପାଇଥିଲେ । ସେହିଭଳି ତାଙ୍କ ଜେଜେମା’ ବାସନ୍ତୀ ମହାରିଙ୍କ ନାମରେ ଥିବା କାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଖୁକୁ ପାଇଥିଲେ । ୨ବର୍ଷ ତଳୁ ତାଙ୍କ ଜେଜେବାପାଙ୍କ ମୃତ୍ନୀ ଘଟିଥିବା ବେଳେ କାର୍ଡରୁ ତାଙ୍କ ନାମ ହଟାଯାଇ ” ଜେଜେମା’ ବାସନ୍ତୀଙ୍କ ନାମରେ ଥିବା କାର୍ତ୍ତରେ ଡିଲର ତାଙ୍କ  ସମ୍ପର୍କୀୟ ୩ ଜଣଙ୍କ ନାମକୁ ସଂଯୋଗ କରିଛନ୍ତି। ସେହିଭଳି  ଡିଲର ପାଖାପାଖି ୨ ବର୍ଷ ହେଲାଣି  ୪ଲେଣଙ୍କ କାମରେ ରାସନସାମଗ୍ରୀ ବଜୁ କରିଥିବା ମାନସ ଜାଣିବାକୁ ପାଇଥିଲେ ଏନେଇ ସେ ଯୋଗାଣ ବିଭାଗ ନିକଟରେ  ଅଭିଯୋଗ କରିବାରୁ ଡିଲର ଜଣକ

ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହି ରାଶିନ ସାମଗ୍ରୀ ହଡ଼ପ । ଘଟଣାରେ ଯୋଗାଣ ବିଭାଗର  ଏଆଇ, ଅଧିକାରୀ ଏବଂ ଜିଲ୍ଲାପାଳ ସାମିଲ ଥିବା ନେଇ ଡିଲର ଦେବାକୁ ମିଳିଛି। ମାସେ  ତଳେ ହୋଇଥିବା ଏହି ଭିଡିଓଟି ବୁଧବାର  ସନ୍ଧ୍ୟାରେ ସୋସିଆଲ୍ ମିଡିଆରେ ଅବା ଭାଇରାଲ୍ ହେବାରେ ଲାଗିଛି। ଅଭିଯୋଗ ପରେ ଓ୍ବେସାଇଟ୍ ରୁ ୪ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ଅବା ବାଦ ଦିଆଯାଇଥିବା  ଦେଖିବାକୁ ମିଳିଛି । ଏ ନେଇ ଡିଲର ବାରିକଙ୍କୁ ପଚାରିବାରୁ ମାନସଙ୍କ ଭଉଣୀଙ୍କ ନାମରେ ୨ ବର୍ଷ  ହେଲେ ପରିବାର ଲୋକେ ରାଶନ ସାମଗ୍ରୀ ନେଉଥିବା । ସେହିଭଳି ମାନସ ତାଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କୁ ଥଟ୍ଟାରେ ଗାଳିଗୁଲଜ କରୁଥିବା ସହ ମଜାରେ ସେ ଜିଲ୍ଲିପାଳଙ୍କ ନାମ ନେଇଥିବା ଲାବଣ୍ୟ ପ୍ରକାଶ କରିଛନ୍ତି । ଏ ନେଇ ବାରିପଦା ପୈାରପରିଷଦର ଯୋଗାଣ ନିରୀକ୍ଷକ ପ୍ରଦାନ ପ୍ରଦୀପ୍ତ ବେହେରାଙ୍କୁ ଭାଇରାଲ୍ ହୋଇଥିବା ଜାଣିଛନ୍ତି ବୋଲି କହିଥିଲେ । ଛୁଟିରେ ଥିବାରୁ ଅଫିସ ଗଲେ ସେ ପ୍ରକାଶ କରିଛନ୍ତି । ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ମାତ୍ର ଡିଲର ଓ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହା ବାଟମାରଣା ସୋଇଥିବା ଦେଖିବାକୁ ମିଳିଛି । ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏ ଦିଗରେ ଖୋଜାଖୋଜି କଲେ ଏଭଳି ଅନେକ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment