ଖରାସ୍ରୋତା ନଦୀରେ ବୁଡ଼ି ୬ ନିଖୋଜ

Spread the love
ଯାଜପୁର, ୧୮/୦୩ (ସନ୍ଧାନ ନିଉଜ) ଏକ ଦୁଖଃଦ ଘଟଣାରେ ଆଜି ଖରାସ୍ରୋତା ନଦୀରେ ବୁଡ଼ିଯିବା ପରେ ପ୍ରାୟ ୬ ଜଣ ନିଖୋଜ ହୋଇଯାଇଛନ୍ତି। ଯାଜପୁର ଜିଲ୍ଲାର ବଡ଼ସୁଆର ନିକଟ ମଙ୍ଗଳା ଘାଟିରେ ଭାସି ଯାଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଶରିର ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଏମାନେ ହୋଲି ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇଥିଲେ। ତେବେ ନଦୀରେ ବୁଡ଼ିଯିବା ପରେ ନିଖୋଜ ହୋଇଯାଇଛନ୍ତି। ପ୍ରଥମେ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ । ପରେ କବର ପାଇ ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଖୋଜାଖୋଜି ଜାରି ରଖିଛି ।

Related Posts

About The Author

Add Comment