ଯାଜପୁର,୨୯/୫(ସନ୍ଧାନ ନିୟୁଜ୍/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ବମ୍ପୁ ଗ୍ରାମରେ କ୍ରିକେଟ୍ ପେଣ୍ଡାଲର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ବିଜେଡି ନେତାପ୍ରଭାତ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁ ପ୍ରାସଦ ପଣ୍ଡା, କିର୍ତନ ଚନ୍ଦ୍ର ନାୟକ,ବିଜୟ ମୁଦୁଲି, ହୃଷିକେଶ ରାଉତ, ବରଦା ପ୍ରସଦା ନାୟକ, କୁଳମଣି ନାୟକ, ରାଜେଶ ନାୟକ,ମନୋରଂଜନ ନାୟକ, ଦେବାଶିଷ ସାମଲ, ସୁବ୍ରଜିତ ମଶ୍ର ପ୍ରମୁଖ ବମ୍ପୁ କି୍ରକେଟ ଟିମ୍ର ବହୁ ସବସ୍ୟ ଉପସ୍ଥିତ ଥିଲେ ।

ADVT