ରାଉରକେଲା; ୧୭/୦୩ (ସନ୍ଧାନ ନିୟୁଜ): ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା ଆଜି ଆଡଭାଇଜରି ଜାରି କରି ସମସ୍ତ ମଲ ବନ୍ଦ ରଖିବା କିମ୍ବା ବିବାହ ତଥା ଅନ୍ୟ ଭୋଜିମାନଙ୍କୁ ନେଇ କଟକଣା ଜାରି କରିଛନ୍ତି । କୋରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତଙ୍କୁ ଏଥିଲାଗି ଅଯଥା ବ୍ୟସ୍ତ ନହେବାକୁ ଅନୁରୋଧ କରାଯିବା ସହ ତୁରନ୍ତ ନିମ୍ନ ଲିଖିତ ପଦକ୍ଷେପମାନ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି ଡେପୁଟି କମିଶନର ପିକେ ଭୋଇ ।Report- S Nayak
କୋରୋନା ମୁକାବିଲା ନେଇ ଆଡଭାଇଜରି ଜାରି କଲା ରାଉରକେଲା ମହାନଗର ନିଗମ
|
March 17, 2020 |