କୋରୋନା ଭୟରେ ଫିକା ପଡିଲା ରଙ୍ଗର ପର୍ବ ହୋଲି

Spread the love
ରାଉରକେଲା,  ୧୧/୦୩ (ସନ୍ଧାନ ନିୟୁଜ): କୋରୋନା ଭୟ ଯୋଗୁଁ ସହରରେ ଫିକା ପଡିଲା ହୋଲି । କିନ୍ତୁ କେତେକ ସ୍ଥାନରେ ମଧ୍ୟରେ ନାଚ ଗୀତ ସହ ଲୋକମାନେ ହୋଲି ଖେଳୁଥିବା ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ହୋଲିରେ ରାସାୟନିକ ରଙ୍ଗର ବ୍ୟବହାର କରାନଯାଇ ସାବଧାନତାର ସହ ଲୋକମାନେ ହୋଲି ପାଳନ କରିଥିଲେ । ଅନ୍ୟପଟେ ଟ୍ରାଫିକ ପୋଷ୍ଟରେ କଡାକଡି ଭାବେ ଗାଡି ଯାଞ୍ଚ କରାଯାଇଥିଲା । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Related Posts

About The Author

Add Comment