କୋରୋନା ଗୁଜବ ଭାଇରାଲ କରି ଶିକ୍ଷକ ନିଲମ୍ବିତ

Spread the love
କଳାହାଣ୍ଡି, ୧୭/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): କୋରୋନା ସମ୍ପର୍କିତ ଗୁଜବ ଖବର ଭାଇରାଲ କରିବା ପଡ଼ିଲା ମହଙ୍ଗା । ମିଥ୍ୟା ଖବରକୁ ଭାଇରାଲ କରିବା ପରେ ନିଲମ୍ବିତ ହେଲେ ଶିକ୍ଷକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନ୍ଦୁ ମହାନନ୍ଦଙ୍କୁ କାର୍ଯ୍ୟରୁ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ।

Related Posts

About The Author

Add Comment