କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ଝୋଟର ଏମଏସପି କ୍ୱିଣ୍ଟାଲ ପିଛା ଟ.୩୯୫୦କୁ ବୃଦ୍ଧି

Spread the love

ନୂଆଦିଲ୍ଲୀ, ୧୩/୨(ସନ୍ଧାନ ନିୟୁଜ) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କେନ୍ଦ୍ର କ୍ୟାବିନେଟ ଆଜି ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୱିଣ୍ଟାଲ ପିଛା ୩୭୦୦ ଟଙ୍କାରୁ ୩୯୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଫସଲ ବର୍ଷ ପାଇଁ ଏହା ଲାଗୁ ହେବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଏହାକୁ ମଂଜୁରୀ ଦେଇଛି । ଏହା ଦ୍ୱାରା ଚାଷୀମାନେ ଉପକୃତ ହେବା ସହ ସେମାନଙ୍କ ଆୟ ବଢିବ ।

Related Posts

About The Author

Add Comment