କେନ୍ଦ୍ରାପଡା , ୭/୩ (ସନ୍ଧାନ ନିୟୁଜ) : କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ଥାନା ଅଧିନସ୍ଥ କଣ୍ଡିଆ ଫାଣ୍ଡି ଅଞ୍ଚଳର ରସିକନଗର ଗ୍ରାମର ୭୪ବର୍ଷୟୀ ବୃଦ୍ଧ ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ଆଚାର୍ଯ୍ୟ ଓ ତାଙ୍କ ପରିବାର ଭୁବନେଶ୍ୱରର ଲୋୟର ପି ଏମ ଜି ଠାରେ କରିଥିବା ଆମରଣ ଅନଶନ ଅଷ୍ଟମ(୮)ଦିନରେ ମଧ୍ୟ ଜାରି ରହିଛି । ଜଣାଇବାକୁ ଚାହୁଁଛୁ କି ନମତରା ମଦ ବିରୋଧୀ ଆନ୍ଦୋଳନରେ ଗୁଳିକାଣ୍ଡରେ ମୁଖ୍ୟ ପୋଲିସ ଧନେଶ୍ୱର ବେହେରା ଯିଏକି ଶିକ୍ଷକ ଙ୍କ ପରିବାରକୁ ଘରୁ ବେଘର କରିବାରେ ବି ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଧନେଶ୍ୱର ବେହେରା ଲାଞ୍ଚ ନେବାରେ ପୁରା ମାହୀର ଥିଲାବେଳେ ସ୍ଥାନୀୟ ଅଞ୍ଚଳରେ ଛୁଆ ଖେଳେଇବାରେ ମଧ୍ୟ ଓସ୍ତାଦ ଥିଲେ ,ଏକଥା ଏସ ପି ସ୍ଥାନୀୟ ନେତା ଜାଣିଥିଲେବି ତାଙ୍କର କିଛି ହେଲାନାହିଁ ସେହି ଅଞ୍ଚଳରେ ପୁରା ୫ବର୍ଷ ଗୋଟିଏ ଜାଗାରେ ରହିଥଲେ ତାଙ୍କ ମୁଣ୍ଡ ଓପରେ କାହା ହାତ ଥଲା କାହିଁକି ତାଙ୍କର କିଛି ହେଲାନାହିଁ ଆଜି ଦେଖିପାରିବେ ଭିଜୁଆଲ କେବଳ ସମୟକୁ ଅପେକ୍ଷା ।ଏକଥା ଆମ୍ଭେ କହୁନାହୁଁ ତାଙ୍କ ମୁଣ୍ଡ ଓପରେ ଯେଉଁ ନେତାଙ୍କର ହାତ ଥିଲା ତାଙ୍କରି ଦଳୀୟ ନେତା କହୁଛନ୍ତି । ଧନେଶ୍ୱର ବେହେରାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି |
କେନ୍ଦ୍ରାପଡା: ନ୍ୟାୟ ଦାବିରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ସହିତ ଧାରଣା
|
March 8, 2019 |