କୃତୀ ଛାତ୍ରୀଙ୍କ ସଫଳତାକୁ ନେଇ କୃତଜ୍ଞତା ଜଣାଇଲେ ଉତ୍କଳ ବିକାଶ ପରିଷଦର ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ

Spread the love
କଟକ  : କଟକ ସଦର ଅଞ୍ଚଳର ନୂଆପଡ଼ା ସ୍ଥିତ ଶୁଭମ ବିଦ୍ୟ ନିକେତନର ଛାତ୍ରୀ ସ୍ବଂସଂ ପ୍ରଜ୍ଞା ଦାସ  ୫ ଶ୍ରେଣୀରେ ୭୦ ନମ୍ବର ରଖି  ଅଗ୍ରୀମ ଲାଭ କରି ବିଦ୍ୟାଳୟ ନାମକୁ ଉଚ୍ଚ କରିଥିବାର ବିଦ୍ୟାନିକେତନ ପରିଚାଳନା କମିଟିର ମୁଖ୍ୟ ପ୍ରସନ୍ନ ଗୋଚ୍ଛାୟତ ସୂଚନା ଦେଇଛନ୍ତି । ସେହିପରି ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୪୨ ମୌଜା ବେଣ୍ଟାକର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିପ୍ତିମୟୀ ସାହୁ ୯୦ ନମ୍ବର ରଖି କଟକ ସଦରରେ ଅଗ୍ରୀମ ସ୍ଥାନ ଲାଭ କରି ବୃତ୍ତି ପାଇ ବିଦ୍ୟାଳୟ ସହିତ  ୪୨ ମୌଜା ନାମକୁ ଉଚ୍ଚ କରିଥିବାରୁ ବିଷୟକୁ ନେଇ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଦୁଇ ଛାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related Posts

About The Author

Add Comment