କୁଖ୍ୟାତ ଡକାୟତ କୁ ଗିରଫ କରି କୋଟ ଚାଲାଣ

Spread the love

ସୁନ୍ଦରଗଡ ତା:୨୧/୮/୨୦୨୧ ( ସନ୍ଧାନ ନିଉଜ /ରାଜୁ ପଟେଲ ) ତଲସରା ପୋଲିସ ୨୦୧୫ ମସିହାରୁ ଡକାୟତିରେ ସମ୍ପୃକ୍ତ ଥିବା ସରୋଜ କୁମାର ବେଶ୍ରା ନାମକ କୁଖ୍ୟାତ ଡ଼କାୟତକୁ ଗିରଫ କରି କୋଟ ଚାଲାଣ କରିଛି । କୋଟକୁ ଭୁଆଁ ବୁଲାଉଥିବା ଏହି ଡ଼କାୟତକୁ
ତଲସରା ପୋଲିସ ଜାମଦରହରୁ ଗିରଫ କରିଥିଲା । ଗତ ୨୦୧୫ ମସିହାରେ ଜଣେ ମହିଳାଙ୍କୁ ପିସ୍ତଲ ମୁନରେ ଧମକ ଦେଖାଇ ସମସ୍ତ ଗହଣା ଓ ଟଙ୍କା ପଇସା ଲୁଟି ନେଇଥିଲା । ଏହି ମାମଲାରେ ପୋଲିସ କେତେ ଜଣକୁ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ସରୋଜ ନାମରେ ୱାରେଣ୍ଟ ପତ୍ର ଆଗତ କରଯାଇଥିଲା । ୱାରେଣ୍ଟ ପାଇବାପରେ ପୋଲିସ ଦଫା ୩୯୧,୩୪୧ ଗିରଫ କରି ୨୫/୨୭ ଆମସ ଆକ୍ଟର କୋଟ ଚାଲାଣ କରିଛି ।

Related Posts

About The Author

Add Comment