ଗୋପବନ୍ଧୁନଗର,24.11.2020 (ଲିଙ୍ଗରାଜ ପଣ୍ଡା): ଗୋପବନ୍ଧୁନଗର ଅଧ୍ୟକ୍ଷ ଖବର ପାଇ ଦେଖୁବା ପରେ ଖୁଣ୍ଟା ଥାନାରେ ଏକ ବ୍ଳକ ଖୁଣ୍ଡା ଥାନା ଅଧୀନ କୁଆମରା ସାରସ୍ଵତ ସ୍ନାତକ ଲିଖୁତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ମହାବିଦ୍ୟାଳୟ ବିଜ୍ଞାନ ବିଭାଗରୁ ଗତ ରାତିରେ ଲକ୍ଷାଧିକ ୧୯୬ ୨୦ରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଟଙ୍କାର ଜିନିଷ ଚୋରି ହୋଇଛି । ଏ ନେଇ ଖୁଣ୍ଟା ଥାନାରେ ଏ ସମ୍ପର୍କରେ ତଦନ୍ତ ଜାରି ରଖୁଛି । ଅତି ଆଶ୍ଚର୍ଯ୍ୟର କଥା ଏକ ମାମଲା ଦାଏର କରାଯାଇଛି । ପ୍ରକାଶଥାଉକି ଉକ୍ତ କୁଆମରା ପୁଲିସ ଫାଣ୍ଡିର ଦୀର୍ଘଦିନ ଧରି ଫାଣ୍ଡି ବାବୁ ଥାନା ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ପଦବି ଖାଲି ରହିବା ସାଙ୍ଗକୁ କନେଷ୍ଟବଳ ପଦ ମଧ୍ୟ ଆଦି ଶିକ୍ଷା ଅନୁଷ୍ଠାନଗୁଡିକ ବନ୍ଦ ଥିବା ଯୋଗୁଁ ଓ ପୁଲିସର ଖାଲି ଅଛି । ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶିତ ରାତି ପହରା ଅଭାବ ଯୋଗୁଁ ଦୀର୍ଘଦିନ ଧରି ଏହି ଘଟଣାର ହେବା ପରେ ମଧ୍ୟ ଆରକ୍ଷୀ ଅଧ୍ୟକ୍ଷକ ଏହାକୁ ଅଣଦେଖା , ପୁନରାବୃତ୍ତି ହେଉଥିବା ବୁଦ୍ଧିଜୀବୀମାନେ ଆଲୋଚନା କରିବା ଅତି ପରିତାପର ବିଷୟ । ଫଳସ୍ବରୂପ ଉକ୍ତ ଫାଣ୍ଡି କରୁଛନ୍ତି ।ଅଧୀନରେ ଥିବା କୁଆମରା, ଖୁରିପଦା, ପୁରୁଣା ବାରିପଦା ଘଟଣା ମୁତାବକ କଲେଜର ସାଇନ୍ସି ବ୍ଳକରୁ ଇନଭୋଟର, ଆଦି ଅଞ୍ଚଳରେ ଲଗାତାର ଚୋରି ହେବାରେ ଲାଗୁଛି । ସି ସି କ୍ୟାମେରା, ଜେନରେଟର କିଛି ଯଵାଶ କମ୍ପୁଟର , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏ କୁଆମରା ଫାଣ୍ଡି ପଦବି ସେଟ, ଫାନ, ମନିଟର ଭଳି ମୂଲ୍ୟବାନ ଜିନିଷ ସବୁ ପୂରଣ କରିବା କଥା ଦେଇଥିଲେ ମଧ୍ୟ ଏଯାବତ ତାହା ତାଲା ଭାଙ୍ଗି ନେଇଯାଇଛନ୍ତି । କଲେଜ କର୍ମଚାରୀଙ୍କ ସହିତ କାର୍ଯ୍ୟକାରୀ ହୋଇନି ।
କୁଆମରା ସାରସ୍ବତ ସ୍ନାତକ କଲେଜରୁ ଲକ୍ଷାଧିକ ଟଙ୍କା ଚୋରି
|
November 24, 2020 |