ଧର୍ମଗଡ, 23.01.2021 ( ସନ୍ଧାନ ନିଉଜ୍): ନିଜ ଦେହରେ କିରୋସିନି ଢାଳି ହୋଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗଣେଶପୁର ଗାଁରେ ୨୩ ବର୍ଷ ବୟସ୍କ ଯୁବତୀ ରୋହିଣୀ ଭୁଏ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରି ହୋଇଥିବା ବେଳେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଏମିତି ଘଟଣା ଘଟିଛି ତାହା ଜଣାପଡିନାହିଁ ।
ତାଜା ଖବର
- ଶାରୀରିକ, ମାନସିକ ନିର୍ଯାତନା ସହିତ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
- ଜନପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିରୀହ ଜନତା ନିଷ୍ପେସିତ
- ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
- ଦିନ ଦ୍ୱିପ୍ରହର ରେ ଲୁଟ,ଲୋକେ ଆତଙ୍କିତ
- ହାତୀ ପାଇଁ ଅଟକି ରହିଲା ମାଲବାହୀ ଟ୍ରେନ
- ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ
- ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତାଗିଦକୁ ଵେଖାତିର୍ : ସଫେଇ କର୍ମଚାରୀ ଦେଉଛନ୍ତି ଔଷଧ
- ଭଦ୍ରକ ଜିଲ୍ଲାରେ ଧାନ ଉଠାଣ କୁ ନେଇ ସମବାୟ ସମିତି ମାନଙ୍କ ରେ ଚାଷୀ ମାନେ କରିବେ ଆନ୍ଦୋଳନ।
- ଆଜି ମଧ୍ୟ ଲୋକେ ସରକାରୀ ମୌଳିକ ସୁବିଧା ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ବଞ୍ଚିତ
- କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ୧୨. ଘଣ୍ଟିଆ ଭାରତ ବନ୍ଦ ଡାକରା



