କିଏ ଠିକ୍ କହୁଚି; ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ନା ଧର୍ମଶଳା ତହସିଲଦାର ସରୋଜ

Spread the love

ଯାଜପୁର ୨୫ା୪(ସନ୍ଧାନ ନ୍ୟୁଜ୍‌) କରୋନା ସଂକ୍ରମଣ ପ୍ରଚାର ପ୍ରସାର ପାଇଁ ମାନ୍ୟବର ସୁପ୍ରମ କୋର୍ଟ କଟକଣା ଲଗାଇଥିବା ଓ ସରକାରଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଅଧିକାରୀ କରାନା ସଂକ୍ରନ୍ତରେ ତଥ୍ର ପ୍ରଦାନ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି । ଏହାର ଉଲଙ୍ଘନ ହେଲେ ସପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ହେବ ବୋଲି ମାନ୍ୟବର ଉଚ୍ଚ ନାୟାଳୟ ନିଦ୍ଦେର୍ଶ ନାମା ଜାରି କରିବା ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ଉକ୍ତ ନିଦ୍ଦେର୍ଶକୁ ସରକାରୀ ବାବୁ ନମାନି ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପର୍କରେ ଏକ ସ୍ଥାନରେ ଲୋକମାନଙ୍କୁ ଭୁଲ ତଥ୍ୟ ଦେଇ ଭୟଭିତ କରିବାର ଏକ ଭିଡିଓ ‘ସନ୍ଧାନ ନ୍ୟୁଜ୍ ‘ ହାତରେ ପଡିବା ଦେଖିବାକୁ ମିଳିଛି । ଜିଲ୍ଲାର ଧର୍ମଶଳା ସହସିଲଦାର ସରୋଜ ପଣ୍ଡା ଅଫିସରେ ବସି ଯାଜପୁର ଜିଲ୍ଲାରେ କରୋନା ୧୦୦ ରୁ ୧୫୦ ଅଧିକ ଦୁଇ ଦିନ ମଧ୍ୟରେ ବାହାରିବେ । ନିଜେ କିପରି ବଞ୍ଚିବେ ଚିନ୍ତା କରନ୍ତୁ ଦେଶ ଦୁନିଆ ଭାସିଗଲା ତ ଢୋ ବୋଲି ଗଣମାଧ୍ୟମକୁ ସୁଚନା ଦେବା ଜିଲ୍ଲା ବାସିଙ୍କୁ ଭୟଭକତ କରିଛି । ସୁଚନା ଯୋଗ୍ୟ- ରାଜ୍ୟରେ କରାନାର ସଦ୍ୟତମ ସୁଚନା ପାଇଁ ସରକାର ସୁବ୍ରତ ବାବୁଙ୍କ ସହ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗକୁ ଦାଇତ୍ୱ ଦେଇଥିବା ଦୈନ ଦିନ ଗଣମାଧ୍ୟମରୁ ସୁଚନା ମିଳୁଛି । ଯାଜପୁର ଜିଲ୍ଲାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କରୋନା ସଂକ୍ରମଣରୁ ଜିଲ୍ଲା ବାସି ରକ୍ଷାପାଇବାକୁ ଜିଲ୍ଲାରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟ କରିବା ସହ ସରକାରଙ୍କ ଦ୍ୱାରା ପ୍ରକାଶ କରାଯାଉଥିବା କରୋନା ସଂକ୍ରମଣ ସୁଚନା ଜିଲ୍ଲା ବାସିଙ୍କ ନିକଟରେ ପହଞ୍ଚାଇବାର କାର୍ଯ୍ୟରେ ନିଜକୁ ନୟୋଜିତ କରିବା ବେଳେ ଧର୍ମଶଳା ସହସିଲଦାର ସରୋଜ ପଣ୍ଡା ଜିଲ୍ଲା ବାସିଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ଭୁଲ ତଥ୍ର ଦେଇ ଭୟଭିତ କରିବା ଦେଖିବାକୁ ମିଳିଛି ।

 

Related Posts

About The Author

Add Comment