କାଶ୍ମୀର: ୧୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ୨୮/୧୦ (ସନ୍ଧାନ ନିୟୁଜ) : କାଶ୍ମୀରରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଉପରେ ଭିଷଣ ଆକ୍ରମଣ ଜାରି ରଖିଛନ୍ତି। ଗତ କିଛି ଘଣ୍ଟା ଭିତରେ ଆତଙ୍କବାଦୀଙ୍କ ଉପରେ ଡବଲ୍ ଆଟାକ୍ ଜାରିଥିବା ଜଣାଯାଇଛି।
ଆଜି ସକାଳେ ତ୍ରାଲରେ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରାଯାଇଛି। ବେଡଗମରେ ଏସପିଓଙ୍କ ଗୁଳି ମରାଯାଇଥିବା ଜଣାଯାଇଛି।
ବାରମୁଳାରେ ଆଜି ସକାଳେ ଆର୍ସିର ୨୨ ଆର୍ ଆର୍,ସ୍ପେସାଲ୍ ଅପରେସନ୍ ଗ୍ରୁପ୍(ଏସ୍ଓଜି)ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର ମିଳିତ ଟିମ୍ ସେପୋରର ଜଲୁରାରେ ଚାରିପଟୁ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି।ଏହି ଖବର ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ମନରେ ଛନକା ପୁରାଇଥିବା ଖବର ମିଳିଛି।
Related Posts
About The Author