ରସୁଲପୁର , ୦୮/୦୭/୨୦ (ସନ୍ଧାନ ନିଉଜ) ରସୁଲପୁର ବ୍ଲକ ର ଶ୍ରୀବନ୍ତପୁର ପଞ୍ଚାୟତ ର କାଣ୍ଡସରା ଗ୍ରାମ ର ଚାଷୀ ମାନଙ୍କ ପୂର୍ବ ସମସ୍ୟା ର ସମାଧାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ଦ୍ୱାରା ସମାଧାନ ହୋଇଥିଲା ଏବଂ ଆଗାମୀ ଦିନରେ ଚାଷୀ ଭାଇ ମାନଙ୍କ ସୁବିଧା ଅସୁବିଧା ବିଷୟରେ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲୋଚନା କରିଥିଲେ ଏବଂ ସେଠାରେ ଚାଷୀ ଭାଇ ମାନେ ହିମାଂଶୁ ଙ୍କୁ କରୋନା ଯୋଦ୍ଧା ରୂପେ ସନ୍ନମାନିତ କରିଥିଲେ ଏବଂ ଭଣ୍ଡାରିପଡ଼ା ଗ୍ରାମ ରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ।
କାଣ୍ଡସରା ଗ୍ରାମ ର ଚାଷୀ ମାନଙ୍କ ପୂର୍ବ ସମସ୍ୟା ର ସମାଧାନ
|
July 8, 2020 |