ସୁବର୍ଣ୍ଣପୁର, ୧୩/୦୬ (ସନ୍ଧାନ ନିଉଜ) ଆଜି ସକାଳ 7 ଟାରେ କାଠ ଫାଳିଆରେ ପିଟିପିଟି ନିଜ ମା’କୁ ମାରି ଦେଲା ଯୁବକ। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ପଂଚାୟତର ଖଇରମାଲ ଗାଁରେ। ମୃତ ବୃଦ୍ଧାଙ୍କ ନାଁ ସତ୍ୟ ଭୋଇ। ତାଙ୍କୁ ୬୨ ବର୍ଷ ହୋଇଥିଲା। ଅଭିଯୁକ୍ତର ନାଁ ଗଣେଶ ଭୋଇ (28)