କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ

Spread the love

ନୂଆଦିଲ୍ଲୀ,୨୨/୦୮ (ସନ୍ଧାନ ନିଉଜ) : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ। ତେବେ କଶ୍ମୀରକୁ ସେ ଜଟିଳ ପରିସ୍ଥିତି ବୋଲି କହିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ କଥାବାର୍ତ୍ତା ମଧ୍ୟରେ ଏହାର ସମାଧାନ ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ।ନିଜ ଆଡୁ ପ୍ରସ୍ତାବ ଦେଇ ଚଳିତ ସପ୍ତାହରେ ଏନେଇ ମୋଦିଙ୍କ ସହ କଥାବାର୍ତ୍ତା ହେବେ ସେ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ମଧ୍ୟସ୍ଥତା କରିବାକୁ ସମସ୍ତ ପ୍ରୟାସ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Related Posts

About The Author

Add Comment