କଲଣ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ସରକାରୀ ସ୍ୱୀକୃତି

Spread the love

ରସୁଲପୁର,  ୧୬/୩ (ସନ୍ଧାନ ନିୟୁଜ)ରସୁଲପୁର ବ୍ଲକ ଅନ୍ତର୍ଗତ ଅଗ୍ରଣୀ କଲଣ ସରସ୍ୱତୀ ଶିଶୁ ମନ୍ଦିରକୁ ସରକାରୀ ସ୍ୱୀିକୃତି ମିଳିଛି । ଏ ନେଇ ସ୍ଥାନୀୟ ଶିକ୍ଷା ପ୍ରେମୀିଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଏଥି ସକାଶେ ବିଦ୍ୟାମନ୍ଦିର ପକ୍ଷରୁ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ବିଦ୍ୟା ମନ୍ଦିର କାର୍ଯ୍ୟାଳୟ ଓ ପରିଚାଳନା କମିଟି ପକ୍ଷରୁ ସାଧୁବାଦ ଜଣାଯାଇଛି । ଏହି ଅବସରରେ ଆୟୋଜିିତ ଏକ ବୈଠକରେ କମିଟିର ସଂପାଦକ ଯୋଗିନ୍ଦ୍ର ନାୟକ ସୂଚନା ପ୍ରଦାନ କରିିଛନ୍ତିି । ଶିଶୁ ମନ୍ଦିରର ସୁ ପରିଚାଳନା ଓ ସରକାରି ନିୟମ କାନୁନ୍କୁ କଡ୍ଡାକଡ୍ଡି ଭାବରେ ପାଳନ କରିିଆସୁଥିବାରୁ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ପତ୍ର ସଂଖ୍ୟା-୨୧୭୪/୦୮-୦୩-୨୦୧୯ରେ ସ୍ୱୀକୃତି ପ୍ରଦାନ କରାଯାଇଛିି ବୋଲି ସୂଚନା ଦିଆଯାଇଥିଲା । ଏହି ଖବରରେ ପ୍ରାକନ୍ତ କମିଟି ଓ ପରିଚାଳନା କମିଟର କର୍ମକର୍ତ୍ତା, ଅଚାର୍ଯ୍ୟାଆଚାର୍ଯ୍ୟଗଣ, ଗୁରୁ ମା ଗୁରୁଜୀଙ୍କ ମଧ୍ୟରେ ଖୁସି ପ୍ରକଟିତ ହୋଇଛି ।

Report- J Rout

Related Posts

About The Author

Add Comment