କରୋନା ମୁକ୍ତ ହେଲା ୪ଟି ଜିଲ୍ଲା

Spread the love
 ଭୁବନେଶ୍ୱର ୨୨/୦୪ (ସନ୍ଧାନ ନିଉଜ) : ଓଡିଶା ପାଇଁ ଭଲ ଖବର। ମଙ୍ଗଳବାର ଆଉ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାର ଜଣେ ଲେଖାଏ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯ଜଣ ସୁସ୍ଥ ହୋଇଛନ୍ତି। ଆଜି ୫ ସୁସ୍ଥ ହେବା ପରେ ୪ ଜିଲା କରୋନା ମୁକ୍ତ ହୋଇଛି। ଆଜି କଳାହାଣ୍ଡି ଓ ଢେଙ୍କାନାଳ ଜିଲା କରୋନା ମୁକ୍ତ ହୋଇଥିବା ବେଳେ ପୂର୍ବରୁ କଟକ ଏବଂ ପୁରୀ କରୋନା ମୁକ୍ତ ହୋଇଥିଲା।

Related Posts

About The Author

Add Comment