କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବିଟ୍ରେନ୍

Spread the love
ମୁମ୍ବାଇ, ୨୩/୦୪ (ସନ୍ଧାନ ନିଉଜ) : କରୋନାକୁ ରୋକିବ ଟୀକା । ମହାମାରୀକୁ ମାତ୍ ଦେବ ଔଷଧ । ସାରା ବିଶ୍ୱ କରୋନାର ସଙ୍କଟ ଭିତରେ ବୁଡି ରହିଥିବା ବେଳେ ଏଥିରୁ ଉଦ୍ଧାର କରିବାକୁ ବ୍ରିଟେନ୍ ବାହାର କରୁଛି ଟିକା । ଆମେରିକା ପରେ ବ୍ରିଟେନ୍ ମଣିଷ ଦେହରେ ପରୀକ୍ଷା ମୂଳକ ଭାବେ ଟିକା ପ୍ରୟୋଗ କରିଛି । ଏବଂ ଏହି ପରୀକ୍ଷା ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି । ବଡ କଥା ହେଉଛି, ବିଶ୍ୱର ବିଭିନ୍ନ ସ୍ଥାନରେ ଟିକା ପାଇଁ ଉତ୍ପାଦନ ବି ଆରମ୍ଭ ହୋଇଗଲାଣି । ମଣିଷ ଦେହରେ ଟିକାର ପରୀକ୍ଷଣ ସଫଳ ହେଲେ ଆସନ୍ତା ୬ ମାସ ମଧ୍ୟରେ ବଜାରକୁ ଆସିଯିବ କରୋନା ଟିକା ।

Related Posts

About The Author

Add Comment