କରୋନା ଗୁଜବ ପ୍ରଚାର କରି ଗିରଫ

Spread the love

ଭୁବନେଶ୍ଵର,୨୧/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : ସୋଶାଲ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ସେଇ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁର ମିଥୁନ ହାଲଦାର। ମାଂସରେ କରୋନା ଭାଇରସ୍‌ ରହିଥିବା ଏକ ଗୁଜବ ଭିଡିଓ ପ୍ରଚାର କରିଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ରାଇଘର ପୋଲିସ୍‌ ତାଙ୍କୁ ଗିରଫ କରିଛି।

Related Posts

About The Author

Add Comment