କରୋନା ଗୁଜବ: ପୁଲିସର ଫ୍ଲାଗମାର୍ଚ୍ଚ

Spread the love
ରାଉରକେଲା, ୧୬/୦୪ (ସନ୍ଧାନ ନିୟୁଜ) : ରାଜ୍ୟରେ ଲକ ଡାଉନ ଚାଲିଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ଗୁଜବକୁ ନେଇ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ପୁଲିସ ପକ୍ଷରୁ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ନାଲା ରୋଡ଼ରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ରାଉରକେଲା ଏସ୍‌ପି, କେ. ଶିବା ସୁବ୍ରମନୀଙ୍କ ନେତୃତ୍ୱ ରେ ଡିଏସ୍ପି  ପ୍ରଦ୍ୟୁମ୍ନ କୁମାର ମିଶ୍ର ,ପ୍ଲାଣ୍ଟ ସାଇଟ ଥାନା ଇନ୍‌ସପେକ୍ଟର ଅନୀଲ କୁମାର ପ୍ରଧାନଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ  ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ ।

Related Posts

About The Author

Add Comment