କଟକ, ୩୦/୦୫/୨୦୨୧ (ସନ୍ଧାନ ନିଉଜ) – କଟକ ଜିଲ୍ଲା ଶେଖବଜାର ସ୍ଥିତ ଗିରିଲେନ ବାସିନ୍ଦା ବରିଷ୍ଠ ନାଗରିକ ତଥା ଧର୍ମପରାୟଣ ବ୍ୟକ୍ତିତ୍ୱ ଧରଣୀଧର ଦାସ(୮୫) କରୋନା ସଂକ୍ରମିତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଇଶ୍ଵର ଆଶ୍ରୀବାଦ ଏବଂ ଅଭିଜ୍ଞ ଡାକ୍ତରି ଟିମ ଡ଼ଃ.ଦେବୀ ପ୍ରସନ୍ନ ବେହେରା,ଡ଼ଃ.ଶାଶ୍ୱତ ମହାପାତ୍ର, ଡ଼ଃ.ମଧୁସୂଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେରେ କରୋନା କଟକଣା ପାଳନ ପୁର୍ବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କର ଏହି ସୁସ୍ଥହୋଇ ଫେରିବା ଖବର ଶୁଣି ପରିବାର ଏବଂ ସାଧାରଣରେ ଖୁବ ଖୁସିର ବାତାବରଣ ଖେଳି ଯାଇଛି ।
କରୋନାକୁ ପରାସ୍ତ କରି ସୁସ୍ଥହେଲେ ବରିଷ୍ଠ ନାଗରିକ ଛୁଟିଲା ଶୁଭେଚ୍ଛାର ସୁଅ
|
May 30, 2021 |



