ଯାଜପୁର , ୮/୪(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପଞ୍ଚାୟତ ଅଧିନ କବାଟବନ୍ଧ ସ୍ଥିତ ସ୍ୱାସ୍ଥକେନ୍ଦ୍ରରେ ବ୍ଲକ ସ୍ତରୀୟ ସ୍ୱଚ୍ଛତାପକ୍ଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଚଳିତ ଅପ୍ରେଲ ୧ ତାରିଖ ଠାରୁ ” ମୁଁଚାହୁଁଥିବା ପରିପାର୍ଶ୍ଵ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହିକାର୍ଯ୍ୟକ୍ରମ ଟି ସ୍ୱାସ୍ଥ କେନ୍ଦ୍ରର ଅଧିକାରୀ ଡ଼ ନିହାର ରଞ୍ଜନ କର ଙ୍କ ତତ୍ତ୍ୱାବଧାନରେ, ସ୍ୱାସ୍ଥକେନ୍ଦ୍ରର ଚତ୍ରୁପାର୍ସକୁ ପରିସ୍କାର ପରିଛନ୍ନ କରିବା ସହିତ ଲୋକ ମାନଙ୍କୁ ସଚେତନତା କରାଇ ଥିଲେ, ଏହି କାର୍ଯ୍ୟକ୍ରମରେ ଡ଼ ନିହାର ରଞ୍ଜନ କର, ଆୟୁସୁ ଡ଼ ସୁଧାଂଶୁ ପୃଷ୍ଟି ,ଫର୍ମ।ସିଟ୍ ପ୍ରକାଶ କୁମାର ସାହୁ ,ଆସିଷ୍ଟାଣ୍ଟ ଗୋବର୍ଦ୍ଧନ ବାରିକ୍ ,ସ୍ୱାସ୍ଥ କର୍ମଚାରୀ ମନଜା ପଣ୍ଡା ,କାର୍ତ୍ତିକ ରାଉଳ , ସିନିଅର ହେଲ୍ପର୍ ସଚିତା ନନ୍ଦ ଦଳାଇ ,ଭଲେଣ୍ଡିଅର ମମତା ଓଝା ,ସମାଜସେବୀ ପ୍ରଶାନ୍ତ କୁମାର ପଟ୍ଟନାୟକ ,ସୁଧାଂଶୁ ଶେଖର ସ୍ୱାଇଁ , ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ।
କବାଟବନ୍ଧ ସ୍ୱାସ୍ଥକେନ୍ଦରେ ସ୍ୱଚ୍ଛତାପକ୍ଷ ସଚେତନତା କାର୍ଯ୍ୟକ୍ରମ
|
April 8, 2019 |
