କବାଟବନ୍ଧ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଳିତ ହୋଇଛି ଗଜାନନ ପୂଜା

Spread the love

ଜେନାପୁର/୧୧/୦୯/ସନ୍ଧାନ ନିୟୁଜ୍/(ପ୍ରଶାନ୍ତସାମଲ)

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନରେ ଥିବା କବାଟ ବନ୍ଧ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶ୍ରୀ ଗଣପତି ବାବାଙ୍କ ପୂଜାର୍ଚ୍ଚନା କବାଟବନ୍ଧ ମେଡିକାଲର ସୁନାମଧନ୍ୟ ଡାକ୍ତର ଶ୍ରୀଯୁକ୍ତ ନିହାର ରଞ୍ଜନ କରଙ୍କ ନେତୃତ୍ୱରେ ନିଆଡ଼ମ୍ବରରେ ପାଳିତ ହୋଇଥିଲା । ଏହି ପୂଜାର୍ଚ୍ଚନାରେ ଡାକ୍ତର ସୁଧାଂଶୁ ଶେଖର ପୃଷ୍ଟି  କର୍ତ୍ତା ହୋଇ ଅଞ୍ଚଳର ଆରୋଗ୍ୟ କାମନା କରି ପ୍ରଭୁ ଗଣେଶଙ୍କୁ ସ୍ମରଣ କରିଥିଲେ ମେଡ଼ିକାଲ ଓ ପାଖରେ ଥିବା ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ନେଇ ବହୁ ଶାନ୍ତି ସୁଙ୍ଖଳାରେ  ପୂଜା କରିଥିଲେ ।ପୂଜାରେ ପାଖ ଦୋକାନୀ ଓ ସମାଜ ସେବୀ ମାନେ ଉପସ୍ଥିତ ରହି ପ୍ରଭୁ ଗଣପତିଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ମେଡିକାଲର ମୁଖ୍ୟ ଡାକ୍ତର ଶ୍ରୀ କର କହିବା ଅନୁଯାୟୀ ସେ ସେଠାରେ ଥିବା ପର୍ଯ୍ୟନ୍ତ ସମସ୍ତ ପୂଜା ପୋଗ୍ରାମ ସମସ୍ତଙ୍କୁ ନେଇ ବହୁ ଶାନ୍ତି ଶଙ୍ଖଳାରେ କରିବେ ବୋଲି ଜାଣିବାକୁ ମିଳୁଛି ।।

Related Posts

About The Author

Add Comment