କପଡା ବାକ୍ସରେ ଗୁଳି ଫୁଟି ଯୁବତୀଙ୍କ ମୃତ୍ୟୁ

Spread the love
ରାଉରକେଲା, ୦୨/୦୫ (ସନ୍ଧାନ ନିଉଜ): କପଡା ବାକ୍ସ ଖୋଲିବା ବେଳେ ଗୁଳି ଫୁଟିବାରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ । ରାଉରକେଲା-ସୁନ୍ଦରଗଡ଼ ରାଣୀବଗିଚା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। କହ୍ନେଇ ନାଗଙ୍କ ଘରେ ତାଙ୍କ 30 ବର୍ଷୀୟ ଝିଅ ରେଣୁକା କପଡା ବାକ୍ସ ଖୋଲି କପଡା ବାହାର କରିବା ସମୟରେ ବାକ୍ସ ଭିତରେ ଥିବା ପିସ୍ତଲ ଫୁଟି ଯିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଛି।

Related Posts

About The Author

Add Comment