କଟକ-ଭୁବନେଶ୍ୱରରେ ଧାରଣା ଓ ଶୋଭାଯାତ୍ରା ଉପରେ କଟକଣା

Spread the love
ଭୁବନେଶ୍ୱର, ୧୪/୦୩ (ସନ୍ଧାନ ନିୟୁଜ) : କରୋନା ପାଇଁ ସଭା, ଶୋଭାଯାତ୍ରା ଓ ଧାରଣା ଆଦି ମନା। କଟକ-ଭୁବନେଶ୍ୱରରେ ଶୋଭାଯାତ୍ରା ପାଇଁ ପୂର୍ବରୁ ଦିଆଯାଇଥିବା ଅନୁମତିକୁ କମିଶନରେଟ ପୋଲିସ ଆଜି ରଦ୍ଦ କରିଛି। ଆଗକୁ ମଧ୍ୟ ଶୋଭାଯାତ୍ରା ପାଇଁ କାହାକୁ ଅନୁମତି ମିଳିବନି। ‘କରୋନା’କୁ ଦୃଷ୍ଟିରେ ରଖି ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ସେହିପରି ଫିଲ୍ମ ହଲ୍‌, ସୁଇମିଂ ପୁଲ, ଜିମ ବନ୍ଦ ରହିବ। ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ବିନା ଛୁଟି ଆବେଦନଦନରେ ଘରକୁ ଯାଇପାରିବେ ବୋଲି ସୂଚନା ମିଳିଛି।

Related Posts

About The Author

Add Comment