କଟକ ୨୩ /୧/୨୦୨୧(ସନ୍ଧାନ ନିଉଜ) କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ଠାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏଟିଏମ ସ୍ଥାପନ କରାଯାଇଛି । ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୃନ୍ଦାବନ ନାୟକ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆଂଚଳିକ ମହାପ୍ରବନ୍ଧକ ଜିତେନ୍ଦ୍ରନାଥ ଶଢଙ୍ଗୀ ଏବଂ ଜେନେରାଲ ମ୍ୟାନେଜର ବସନ୍ତ କୁମାର ପାତ୍ର,ବେଣ୍ଟକାର ଶାଖା ପରିଚାଳକ ସୌଦାମିନୀ ରାଉତ,ପ୍ରୋଜେକ୍ଟ ସଂଯୋଜକ ପ୍ରଦୀପ୍ତ କୁମାର ନାୟକ,ସ୍ୱପ୍ନ।ରାଣୀ ନାୟକ,ଶ୍ରାବଣୀ ଆଚାର୍ଯ୍ୟ,ସୋନାଲିସ ପତି,ଯୁବସାମ୍ବାଦିକ ଚନ୍ଦନ ମହାନ୍ତି ସହିତ ବୟାଳିଶମୌଜା ଅଂଚଳର ୬ଟି ପଂଚୟତର ଗ୍ରାହକ ବର୍ଗ ଉପସ୍ଥିତଥିଲେ । ଏହି ଏଟିଏମ ସ୍ଥାପନ ବ୍ୟବସ୍ଥାକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।
କଟକ ବୟାଳିଶମୌଜ଼ାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏଟିଏମ ଉଦଘାଟିତ
|
January 23, 2021 |