କଂଗ୍ରେସର ଜିଲ୍ଲା ମିଡିଆସେଲ ସଂଯୋଜକ ସୌଭାଗ ରଂଜନ ଦାସଙ୍କୁ ସମ୍ବର୍ଦ୍ଧନା

Spread the love

ବରୀ, ୪/୧୧ (ସନ୍ଧାନ ନିୟୁଜ/ଇତିଶ୍ରୀ ଦାସ) ଯାଜପୁର ଜିଲ୍ଲାର ନୂତନ ଭାବେ କଂଗ୍ରେସ ପକ୍ଷରୁ ମିଡିଆ ସେଲ ସଂଯୋଜକ ଭାବେ ସୌଭାଗ ରଂଜନ ଦାସଙ୍କୁ କଂଗ୍ରେସ ପକ୍ଷରୁ ନିଯୁକ୍ତ ଦିଆଯାଇଛି । ଜିଲ୍ଲାର ସଂଯୋଜକ ନିଯୁକ୍ତି ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ତାଙ୍କୁ ଧର୍ମଶାଳାର ବିକାଶ ପରିଷଦ ସଭାପତି ଶ୍ରୀକାନ୍ତ ସାହୁ, ପ୍ରଫୁଲ୍ଲା ରାଉତ, ପ୍ରବୀଣ ଦାସ, ଗଗନ ଜେନା, ଅଂଶୁମାନ ଦାସ, ପ୍ରଭୁ୍ଦତ୍ତ ଜେନା ସମେତ ବହୁ କଂଗ୍ରେସ ପ୍ରଂଶସକ, ନେତା, କର୍ମୀ ସ୍ୱାଗତ କରିଛନ୍ତି । ସୌଭାଗ ମଧ୍ୟ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦିଆଯାଇଛି ତାହାକୁ ସଠିକ୍ ଭାବରେ ପାଳନ କରିବେ ବୋଲି କହିଛନ୍ତି ।

Related Posts

About The Author

Add Comment