Homeଆନ୍ତର୍ଜାତୀୟମୁଲାୟାମ ସିଂହ ଯାଦବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ମୁଲାୟାମ ସିଂହ ଯାଦବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି Manas Kumar Rout | June 10, 2019 | Spread the love ନୂଆ ଦିଲ୍ଲୀ ୧୦ /୬ (ସନ୍ଧାନ ନିୟୁଜ) ମୁଲାୟାମ ସିଂହ ହାଇପର ଗ୍ଲାଇସିମିୟା (ହାଈପର ଟେନ୍ସନ) ଏବଂ ହାଇପର ଡାଇଭେଟିକ୍ ର ସମସ୍ୟାରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ତାଙ୍କୁ ଲୋହିୟା ଇନ୍ଷ୍ଟିଚ୍ୟୁଟ୍ ର ସେକେଣ୍ଡ ଫ୍ଲୋରରେ ପ୍ରାଇଭେଟ ୱାର୍ଡରେ ଭର୍ତ୍ତି କରାଯାଇଛି। (ଫାଇଲ ଫଟୋ ସୌଜନ୍ୟ ଗୁଗୁଲ) Related Posts କରୋନା ପାଇଁ ହେମନ୍ତଙ୍କ ଜୀବନଜୀବିକା ଏବେ ଦୋଛକିରେ July 29, 2020 | Manas Kumar Rout | ଅଧିକ ପଢନ୍ତୁ ପାଣି ଘଟଣାକୁ ନେଇ ଯୁବକକୁ କାମୁଡ଼ି ଆଙ୍ଗୁଠି ଛିଣ୍ଡାଇ ଦେଲେ December 1, 2025 | Manas Kumar Rout | ଅଧିକ ପଢନ୍ତୁ ଏୟାର ଇଣ୍ଡିଆର କ୍ଷତି ପାଇଁ ପାକିସ୍ତାନ ଦାୟୀ September 16, 2019 | Sandhan News | ଅଧିକ ପଢନ୍ତୁ ନିଜଗାଁରେ ଯୁବତୀକୁ କନେଷ୍ଟବଳ କଲେ ଦୁଷ୍କର୍ମ, ଥାନାରେ ମାମଲା June 4, 2018 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.