ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ

Spread the love

ଭୁବନେଶ୍ୱର ୩/୪ (ସନ୍ଧାନ ନିୟୁଜ) ଓଡ଼ିଶାରେ ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଦିଲ୍ଲୀ ଯାତ୍ରା ଇତିହାସ ସହିତ କଟକରେ ରାଜ୍ୟର ଷଷ୍ଠ COVID-19 ମାମଲା ଚିହ୍ନଟ ହୋଇଥିବା କଥା ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

 

H & FW Dept Odisha

@HFWOdisha

6th COVID positive case of the State detected in Cuttack with recent travel history to Delhi.

 

Related Posts

About The Author

Add Comment