ଓଡ଼ିଶାରେ ଇଜିପ୍ଟ ପିଆଜ, ଗୋଟା ଅଧ କିଲୋ !

Spread the love

ଭୁବନେଶ୍ୱର/ ରାଉରକେଲା, ୨୪/୧୨ (ସନ୍ଧାନ ନିୟୁଜ) :  ଓଡ଼ିଶାକୁ ଆସିଛି ଇଜିପ୍ଟ ପିଆଜ। ସାରା ଦେଶରେ ଏବେ ପିଆଜ ଦର ଅହେତୁକ ବଢ଼ିବା ପରେ ଇଜିପ୍ଟରୁ ପିଆଜକୁ ଆମଦାନୀ କରାଯାଇଛି। ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଏହି ପିଆଜକୁ ଅଣାଯାଇଛି। ଏହି ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି। ଏବେ ନୂଆ ପିଆଜ ନାସିକ୍‌ରୁ ଆସିବାରେ ଲାଗିଛି। ତା’ ସହିତ କର୍ଣ୍ଣଡ, ବେଙ୍ଗାଲୁରରୁ ମଧ୍ୟ ପିଆଜ ଆସିଯିବ। ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ ରହିଛି।

image.png

Related Posts

About The Author

Add Comment