ଓଳାଶୁଣିରେ ଯୁବକକୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Spread the love

ଯାଜପୁର, ୦୩/୧୦/୨୦୧୧ (ସନ୍ଧାନ ନିଉଜ) ଓଳାଶୁଣିରେ ଯୁବକକୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ! ଗୁଳିମାଡରେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ପଳେଇ ପଂଚାୟତ ବାଲିଚନ୍ଦ୍ରପୁର ଥାନା ଅନ୍ତ୍ରଗତ ବନ୍ଦରେସ୍ୱର ଗ୍ରାମର ସିଦ୍ଧାର୍ଥ ସାମଲ ଓରଫ ବୁବୁନୁ (୨୮) ବୋଲି ଜଣାପଡିଛି ! ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି ! ଗୁଳିମାଡର ପ୍ରକୃତ କାରଣ ଜଣାପଡିନାହିଁ ! ରାଜନୀତିକ କାରଣ କିମ୍ବା ବ୍ୟକ୍ତିଗତ କାରଣରୁ ଏହା ହୋଇଥିବା ନେଇ ଚର୍ଚା ହେଉଛି !

Related Posts

About The Author

Add Comment