ଓଡିଶା ବିରୋଧୀ ଦଳ ପକ୍ଷରୁ ରାଜ୍ୟପାଳ ଙ୍କୁ ଦେଲେ ସ୍ମାରକ ପତ୍ର

Spread the love

ଚରଣ ଦାସ ଙ୍କ ନେତୃତ୍ୱ ରେ ମିଳିତ ବିରୋଧୀ ଦଳ ରାଜ୍ୟପାଳ ଙ୍କୁ ଭେଟି କଟକ ଜିଲ୍ଲାର ଥିବା ବଡ ମେଡିକାଲରେ ହୋଇ ଥିବା ଅଗ୍ନି କାଣ୍ଡ, ଓ ରୋଗୀ ଙ୍କ ସେବା ସଂପର୍କ ରେ ହୋଇଥିବା ଦୁର୍ନୀତି ସଂପର୍କ ରେ ଦାବି କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ସହ୍ମ୍ ମୃତକ ଙ୍କ ପରିବାର କୁ ଗୋଟିଏ ଚାକିରି। ଓ ଏକ କୋଟି ଟଙ୍କା ସାହାଯ୍ୟ ଦେବା ପାଇଁ ସରକାର ଙ୍କ ନିକଟ ରେ ଦାବି କରିଥିଲେ। ଯଦି ସରକାର ଏବିଷୟରେ ଯୁଗାନ୍ତ କାରୀ ପଦ୍ୟକ୍ଷେପ୍ନ  ନ ନିଅନ୍ତି ଟେବେ ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁଜୁ ଅନୁସନ୍ଧାନ।

Related Posts

About The Author

Add Comment