ଓଡିଶା-ଝାଡଖଣ୍ଡ ସୀମାନ୍ତ ଗାଁରେ ପହଞ୍ଚି ପ୍ରଶାସନ ଶୁଣିଲା ଗ୍ରାମବାସୀଙ୍କ ସମସ୍ୟା

Spread the love
ରାଉରକେଲା, ୧୯/୦୩ (ସନ୍ଧାନ ନିୟୁଜ) : ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଜମାଲ ଗାଁଠାରେ ଏକ ବୈଠକ କରି ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟା ତଥା ସମସ୍ୟାର ସମାଧାନ ପାଇଁ ଆଶ୍ବସନା ଦେଇଥିଲା । ଉତ୍ତରାଞ୍ଚଳ ଆୟୁକ୍ତ ନିରଞ୍ଜନ ସାହୁ, ଜିଲ୍ଲାପାଳ ପବନ କଲ୍ୟାଣ, ବ୍ଲକ ଅଧ୍ୟକ୍ଷା ମେନକା ଓରାମଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ବୈଠକରେ ଭାଗ ନେଇଥିଲେ ।  ସୀମାନ୍ତରେ ଥିବା ଏହି ଗାଁର ସ୍କୁଲରେ ବୈଠକର ଆୟୋଜନ କରାଯାଇଥିଲା । ପାଣି ସମସ୍ୟା ସହିତ ରାସ୍ତା, ପାନୀୟ ଜଳ, ସ୍କୁଲର ବିକାଶ, ଧାନର ଅଭାବ ବିକ୍ରି, ମେଡିକାଲରେ ଡାକ୍ତରନିଯୁକ୍ତି ପ୍ରସଙ୍ଗ ଉଠିଥିଲା ।// Report- S Nayak

Related Posts

About The Author

Add Comment