ଓଡିଆ ପକ୍ଷେରେ ଅଞ୍ଚଳ କଲେଜରେ ନାମ ସଂକୀର୍ତ୍ତନ 

Spread the love
ପଦ୍ମପୁର : ୧୧/୪/୨୬ (ସନ୍ଧାନ ନ୍ୟୁଜ )   ଓଡ଼ିଆ ପକ୍ଷରେ  ଅଞ୍ଚଳ କଲେଜରେ ଶନିବାର ଦିନ ଭକ୍ତିମୟ ପରିବେଶରେ ନାମସଂକୀର୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମ ପ୍ରଫେସର ଖଗେଶ୍ୱର ଦାସଙ୍କ ନେତୃତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। କଲେଜର ଅଧ୍ୟାପକମାନେ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ନାମସଂକୀର୍ତନରେ ଅଂଶଗ୍ରହଣ କରିଥିଲେ। ଭଜନ ଓ କୀର୍ତନର ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଇଥିଲା।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି ସହିତ ଆଧ୍ୟାତ୍ମିକ ଚେତନାକୁ ଉଦ୍ବୁଦ୍ଧ କରିଥିବା ବୋଲି ମତ ପ୍ରକାଶ ପାଇଛି।

Related Posts

About The Author

Add Comment