Homeଜିଲ୍ଲା ପରିକ୍ରମାକେନ୍ଦୁଝରଓକିଲଙ୍କ କୋର୍ଟ ବର୍ଜନ ଓକିଲଙ୍କ କୋର୍ଟ ବର୍ଜନ Biswajit Parida | January 5, 2020 | Spread the love କେନ୍ଦୁଝର, ୫/୧/୨୦୨୦ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟକୁ ଆଜି ଶନିବାର ଦିନ ବର୍ଜ୍ଜନ କରିଛନ୍ତି ଓକିଲମାନେ। ନିର୍ଦ୍ଧାରିତ ସମୟ ଠାରୁ ଅନେକ ଡେରି ପର୍ଯ୍ୟ୍ୟନ୍ତ ଜିଲ୍ଲାପାଳ କୋର୍ଟ କୁ ନ ଆସିବାରୁ କେବଳ ରିପ୍ରେଜେନ୍ଟସେନ ଦେଇ କୋର୍ଟ ଛାଡି ଚାଲିଗଲେ ଓକିଲ। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଶାରେ ଓପିଡିଆର ଆକ୍ଟ ୧୯୬୨ ଅନୁଯାୟୀ ପରିବେଶ ଓ ବେଆଇନ ଖଣି ଖନନ ମାମଲାର ଜରିମାନା ଦାଖଲ କରିନଥିବା ଖଣି ଲିଜଧାରୀଙ୍କର ଶନିବାର ଦିନ କେଶର ଶୁଣାଣି ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଆସୁଥିଲା। ହେଲେ ଆଜି ଶନିବାର ଦିନ ଓକିଲ ଙ୍କର ଜିଲ୍ଲାପାଳଙ୍କ କୋର୍ଟ ଛାଡି ଚାଲିଯିବା ଫଳରେ ଏହି କୋର୍ଟ ରେ ହେବାକୁ ଥିବା ୪ ଟି ଖଣି ଲିଜଧାରୀ ଙ୍କର ଶୁଣାଣିରେ ବାଧା ଉପୁଜିଛି। ଜିଲ୍ଲାପାଳଙ୍କ କୋର୍ଟରେ ୪ ଟି ଖଣି ଲିଜଧାରୀ ଟି.ବି ଲାଲ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ମେସର୍ସ ଫେକର, ଓ ଏସ୍.ଏନ୍.ମହାପାତ୍ର ଙ୍କ ସହିତ ହେବାକୁ ଥିବା ଆହୁରି ଅନେକ ମାମାଲାର ଶୁଣାଣି ମଧ୍ୟ ବାଧା ଉପୁଜିଛି। ଅନେକ ସମୟରେ ଜିଲ୍ଲାପାଳଙ୍କର ଅନୁରୁପ ମନମାନୀ କୁନେଇ ଅନେକ ମହଲରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ। ଏନେଇ ଜିଲ୍ଲପାଳଙ୍କର ମତାମତ ମିଳିପାରି ନାହିଁ। Related Posts ଛାତରେ ଲାଗିଛି ବିଦ୍ୟୁତ ତାର ବିଭାଗର ଦୃଷ୍ଟି ପଡିବ କେବେ? ବରିଷ୍ଠ ଅଧିକାରୀଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କେଲ ସମାଜସେବୀ October 31, 2018 | Manas Kumar Rout | ଅଧିକ ପଢନ୍ତୁ ୧୪୦୦ ରୋଜଭ୍ୟାଲି ଚିଟଫଣ୍ଡ ଜମାକାରୀଙ୍କ ଜମାଖାତାକୁ ଫେରିବ ଟଙ୍କା, ପ୍ରସାଶନିକ ସ୍ତରରେ ତତ୍ପରତା February 26, 2019 | Manas Kumar Rout | ଅଧିକ ପଢନ୍ତୁ ଆଇଜିଏଚରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ପ୍ଲାଜମା ଦାନ ଦ୍ୱାରା ୨ଜଣଙ୍କୁ ମିଳିବ ନୂଆ ଜୀବନ: ରାଉରକେଲା ବିଧାୟକ July 31, 2020 | Manas Kumar Rout | ଅଧିକ ପଢନ୍ତୁ ବଢୁଛି ଆତଙ୍କ: ରାଜ୍ୟରେ ଆଉ ଏକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୫କୁ ବୃଦ୍ଧି December 31, 2021 | Sandhan News | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.
ଛାତରେ ଲାଗିଛି ବିଦ୍ୟୁତ ତାର ବିଭାଗର ଦୃଷ୍ଟି ପଡିବ କେବେ? ବରିଷ୍ଠ ଅଧିକାରୀଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କେଲ ସମାଜସେବୀ October 31, 2018 | Manas Kumar Rout | ଅଧିକ ପଢନ୍ତୁ
୧୪୦୦ ରୋଜଭ୍ୟାଲି ଚିଟଫଣ୍ଡ ଜମାକାରୀଙ୍କ ଜମାଖାତାକୁ ଫେରିବ ଟଙ୍କା, ପ୍ରସାଶନିକ ସ୍ତରରେ ତତ୍ପରତା February 26, 2019 | Manas Kumar Rout | ଅଧିକ ପଢନ୍ତୁ
ଆଇଜିଏଚରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ପ୍ଲାଜମା ଦାନ ଦ୍ୱାରା ୨ଜଣଙ୍କୁ ମିଳିବ ନୂଆ ଜୀବନ: ରାଉରକେଲା ବିଧାୟକ July 31, 2020 | Manas Kumar Rout | ଅଧିକ ପଢନ୍ତୁ
ବଢୁଛି ଆତଙ୍କ: ରାଜ୍ୟରେ ଆଉ ଏକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୫କୁ ବୃଦ୍ଧି December 31, 2021 | Sandhan News | ଅଧିକ ପଢନ୍ତୁ