ଏ କଣ ପ୍ରଳୟ ? ପୃଥିବୀ ଆଡକୁ ଆସୁଛି ଧୂମକେତୁ !

Spread the love

ଭୁବନେଶ୍ୱର, ୧୧/୦୧/୨୦ (ସନ୍ଧାନ ନିଉଜ) :  ପୃଥିବୀ ଦେଇ ଅତିକ୍ରମ କରିବାକୁ ଥିବା ଏକ ବଡ ଧୂମକେତୁ ସମ୍ପର୍କରେ ନାସା ଆଷ୍ଟ୍ରୋଏଡ୍ ଟ୍ରାକିଂ ସିଷ୍ଟମ୍ ଜରିଆରେ ସନ୍ଧାନ କରିଛି। ନାସା କହିଛି ଏହି ଧୂମକେତୁ ରବିବାର ଅର୍ଥାତ ଜାନୁଆରୀ ୧୨ରେ ପୃଥିବୀ ଦେଇ ଅତିକ୍ରମ କରିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଆଗାମୀ ୧୫ଦିନ ଯାଏଁ ରହିବ। ଏଥିପାଇଁ ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ। ଏହି ଧୂମକେତୁ ଘଂଟାପ୍ରତି ୨୮,୪୪୪୦ କିମି ବେଗରେ ପୃଥିବୀ ଆଡକୁ ଗତି କରୁଛି। ଏହାର ଗତି ଏତେ ଅଧିକ ଯେ ୬ମିନିଟରେ ଲଣ୍ଡନରୁ ନ୍ୟୁୟର୍କ ଯାଇପାରିବ। ଯଦି ଏହି ଧୂମକେତୁ ପୃଥିବୀରେ ମାଡ ହୁଏ ତେବେ ୧୮୫ ଫୁଟ୍ ଉଚ୍ଚର ସୁନାମି ସୃଷ୍ଟି ହେବ। ଏହାର ଆକାର ୧୫ମିଟର ରହିଛି। ବାର୍ତ୍ତମାନ ଯେଉଁ ଦିଗରେ ଏହା ଗତି କରୁଛି ଯଦି ତାହା ସମାନ ରହେ ତେବେ ବିପଦ ନାହିଁ।

Related Posts

About The Author

Add Comment