ଏରଞ୍ଚ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ବୃକ୍ଷରୋପଣ

Spread the love
କଟକ (ସନ୍ଧାନ ନ୍ୟୁଜ) : କଟକ ସଦର ବୟାଳିଶମୌଜା ବେଣ୍ଟକାର ପାଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷରୋପଣ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ସ୍ବାଧୀନ ଶେଖର ଷଡଙ୍ଗୀ,ଲଳିତ ରଜଂନ ପତି,ରବିନ୍ଦ୍ର ମହାନ୍ତି,ଦିଲ୍ଲୀପ କୁମାର ପତି, ଅନୁପମ ପତି,ତରୁଣ ଭୋଇ,ଟିକିମ ଭୋଇ,ବିକାଶ ଭୋଇ,ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Posts

About The Author

Add Comment