ଇଦଘା ଠାରେ ନମାଜ ପାଠ

Spread the love
ଭଦ୍ରକ ୧୨/୮(ସନ୍ଧାନ ନିଉଜ) :ପବିତ୍ର ଇଦ -ଉଲ -ଜୁହା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର. ଏହି ପବିତ୍ର ଦିନରେ ମୁସଲମାନ ଭାଇ ମାନେ ସ୍ଥାନୀୟ କୁଆଁସ ଇଦଘା ଠାରେ ଆଜି ସମୂହ ନମାଜ ପାଠ କରିଛନ୍ତି.ନମାଜ ପାଠ ସମୟରେ ହଜାର ହଜାର ମୁସଲମାନ ଭାଇ ମାନେ ଯୋଗଦେଇଥିଲେ.ସେହିପରି ଇଦ ଉଲ ଜୁହାକୁ ଦୃଷ୍ଟିରେ ରଖି ଜ଼ିଲ୍ଲା ପୋଲିସ ପକ୍ଷରୁ 16 ପ୍ଲାଟୁନ ପୋଲିସ ଫୋର୍ସ ସହର ଭିତରେ ଫ୍ଲାଗ ମାର୍ଚ୍ଚ କରିଥିବା ବେଳେ ସହରର ବିଭିନ୍ୟ ସମ୍ବେଦନଶିଳ ଅଞ୍ଚଳ ପୁରୁଣାବଜ଼ାର. ଚନ୍ଦନବଜ଼ାର. ସନ୍ତିଆ ଓ ବିଭିନ୍ୟ ମସଜିଦ ମାନଙ୍କରେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଵେବସ୍ଥା ନିୟୋଜିତ କରାଯାଇଥିଲା.
report ramesh nayak

Related Posts

About The Author

Add Comment