ଆସନ୍ତାକାଲି ପାଳନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀ

Spread the love

ତୁମୁଡିତୁମୁ, ୨୨/୦୮ (ସନ୍ଧାନ ନିଉଜ) : ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ। ତୁମୁଡ଼ିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ପାଳିତ ହେବ ଜନ୍ମାଷ୍ଟାମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ। ଏଥିପାଇଁ କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏଥିପାଇଁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ ସହ ସମ୍ବେଦନଶୀଳ ସ୍ଥାନରେ ବ୍ଲକିଂ କରିଛି ପୋଲିସ। ଜଲେଶପଟା ଆଶ୍ରମ ପରିସରରେ ପୋଲିସ ପଇଁତରା ମାରୁଛି। ଆସନ୍ତାକାଲି ବିଶ୍ୱହିନ୍ଦୁ ପରିଷଦ ଓ ଶ୍ରଦ୍ଧାଞ୍ଜଳି କମିଟି ଜନ୍ମାଷ୍ଟମୀକୁ ବଳିଦାନ ଦିବସ ଭାବେ ପାଳନ କରିବେ।

Related Posts

About The Author

Add Comment