ଆରୁହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ

Spread the love

ଯାଜପୁର/ଧର୍ମଶାଳା-୨୪/୬(ସନ୍ଧାନ୍ ନ୍ୟୁଜ୍)-:ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ  ଅନ୍ତର୍ଗତ ଆରୁହା ଗ୍ରାମ ପଞ୍ଚାୟତର, ଆରୁହା ଗ୍ରାମ ସ୍ଥିତ “ଆରୁହା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ” ଆଜି ଟୀକାକରଣ କାର୍ଯ୍ୟକ୍ରମ ହୋଇଯାଇଛି।
ସୂଚନା ଅନୁଯାୟୀ ଆଜି ୨୫୦ ଟି ଡୋଜ ଦିଆ ଯାଇଛି।ଯେଉଁଥିରେ ପ୍ରଥମ ପାନ ୨୨୦ ଜଣ ପାଇଥିବାବେଳେ ଦ୍ୱିତୀୟ ପାନ ୩୦ ଜଣ ପାଇଛନ୍ତି।

Related Posts

About The Author

Add Comment