ଆତ୍ମା ଓ ପରମାତ୍ମାର ମିଳନ ମାଗେ ପର୍ବ

Spread the love

ରାଉରକେଲା, ୨/୦୩ (ସନ୍ଧାନ ନିୟୁଜ) : ଦକ୍ଷିଣ ରାଉରକେଲା  ସାରନଗରୀ ବୋଇତ ବନ୍ଦାଣ ପଡ଼ିଆରେ ହୋ ସମାଜ ପକ୍ଷରୁ ପବିତ୍ର ମାଗେ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଚାରୀଜୀ, ଶ୍ରୀଚରଣ ସାମଲ, ସାଇବା ମାଝି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ହୋ ସମାଜ ପକ୍ଷରୁ ସଚିବ କଲ୍ୟାଣ ଚାକି ଓ ଅନ୍ୟମାନେ ପରିଚାଳନା କରିଥିଲେ ।

Related Posts

About The Author

Add Comment