ଭୁବନେଶ୍ୱର, ୨୭/୧୦/୨୦ (ସନ୍ଧାନ ନିଉଜ) : ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୨୭୨ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧା ଜିଲ୍ଲାରୁ (ଭୁବନେଶ୍ୱରର) ୪ ଜଣ
ଝାରସୁଗୁଡା ଜିଲ୍ଲାର ୨ ଜଣ
ନୁଆପଡା ଜିଲ୍ଲାର ୩ ଜଣ
ମାଲକାନଗିରି ଜିଲ୍ଲାର ଜଣେ
ସୁନ୍ଦରଗଡ ଜିଲ୍ଲାର ଜଣେ
କେନ୍ଦୁଝର ଜିଲ୍ଲାର ୨ ଜଣ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।