ଆଜି ରାଉରକେଲା ବନ୍ଦ

Spread the love
ରାଉରକେଲା, ୨୯/୧/୨୦ (ସନ୍ଧାନ ନିଉଜ) : ଆଜି ରାଉରକେଲା ବନ୍ଦ। NRC,CAA କୁ ନେଇ ଭାରତ ବନ୍ଦ ଡାକରା ସମର୍ଥନରେ ରାଉଲକେଲା ବହୁଜନ କ୍ରାନ୍ତି ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମର୍ଥକ ମାନେ ଅଚାନକ ବିର୍ସା ଛକ୍ ନିକଟରେ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଯିବା ସହ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ବନ୍ଦର ପ୍ରଭାବ ବସ୍ ଚଳାଚଳ ଉପରେ ମଧ୍ୟ ଦେଖିବାକୁ ମିଳିଛି।

Related Posts

About The Author

Add Comment