ଆଜି ପଞ୍ଚମ ଦିବସରେ ୨୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

Spread the love
ଯାଜପୁର, ତା ୧୩ା୦୫ା୨୦୨୪ ରିଖ : ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲ୍ଳ୍‌ା ନାମାଙ୍କନ ପତ୍ର ଦାଖଲ କରିବାର ଆଜି ପଞ୍ଚମ ଦିବସରେ ୨୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ବିନୋଦ କୁମାର ଜେନା, ଶର୍ମିଷ୍ଠା ସେଠୀ, ଆର୍ତ୍ତତ୍ରାଣ ମଲ୍ଳିକ, ଝୁନା ମଲ୍ଳ୍‌ିକ ଓ ସନ୍ଧ୍ୟାରାଣୀ ମଲ୍ଳ୍‌ିକ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଜିଲ୍ଳ୍‌ା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସୁଜିତ କୁମାର ମଲ୍ଳ୍‌ିକ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଶ୍ୱ ରଂଜନ ମଲ୍ଳ୍‌ିକ, ବେନାଜିର ଖାତୁନ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଉପ-ଜିଲ୍ଳ୍‌ାପାଳ, ଶ୍ରୀମତୀ ମନୋରମା ଜାଲି ଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଜୟ ଅନୁରାଗ ମହାନ୍ତି ଓ ଦେବେନ୍ଦ୍ର କୁମାର ସାମଲ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲ୍ଳ୍‌ାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଦାଖଲ କରିବା ସହ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ହିମାଂଶୁ ଶେଖର ସାହୁ, ରଂଜନ କୁମାର ମଲ୍ଳ୍‌ିକ, ପ୍ରଣବ କୁମାର ବଳବନ୍ତରାୟ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଳ୍‌ାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର ଙ୍କ ନିକଟରେ ମଧ୍ୟ ଦାଖଲ କରିଚ୍ଥନ୍ତି । ୫୨-ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ରଘୁନାଥ ସେଠୀ, ବିଶ୍ୱନାଥ ଦାସ, ସୁଦିପ କୁମାର କର ଓ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବନମାଳୀ ରଥ, ଗୋପାଳକୃଷ୍ଣ ମହାନ୍ତି ଓ ରାମ ଚନ୍ଦ୍ର ବାରିକ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଉପ-ଜିଲ୍ଳ୍‌ାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଲିଲି ମହାନ୍ତ, ଗୁଣମଣି ଶା, ବିଭୁ ଭୂଷଣ ରାଉତ, କୂଳମଣି ପାତ୍ର୍ ଓ ସିଲି ମଲ୍ଳ୍‌ିକ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଳ୍‌ାପାଳ, କଳିଙ୍ଗ ନଗର ଶ୍ରୀ ଲଙ୍କେଶ୍ୱର ଅମାତଙ୍କ ନିକଟରେ ଦାଖଲ କରିଚ୍ଥନ୍ତି ।
ପ୍ରକାଶ ଥାଉ କି, ଗତ ୭ା୫ା୨୦୨୪ ରିଖ ଠାରୁ ତା ୧୦ା୫ା୨୦୨୪ ରିଖ ପର୍ଯ୍ୟନ୍ତ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ୪ ଜଣ ପ୍ରାର୍ଥୀ , ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୩ ଜଣ ପ୍ରାର୍ଥୀ, ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୩ ଜଣ ପ୍ରାର୍ଥୀ, ୫୦-ବଡଚଣା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ପ୍ରାର୍ଥୀ, ୫୧-ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ, ୫୨-ଯାଜପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ୨ ଜଣ ପ୍ରାର୍ଥୀ, ୫୩-କୋରେଇ ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୫୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

Related Posts

About The Author

Add Comment