ଆଖିରେ ଧୁଳି ଦେଇ ଜେଲରୁ କଏଦୀ ଚମ୍ପଟ

Spread the love

ଭୁବନେଶ୍ଵର,୨୩/୦୮ (ସନ୍ଧାନ ନିଉଜ) : ଛୁ ମାରିଲା ବିଚାରାଧୀନ କଏଦୀ । ଫେରାର କଏଦୀ ଜଣକ ନକୁଳ ମାଝି। ନକୁଳ ଏକ ହତ୍ୟା ମାମଲାରେ ଏକ ବର୍ଷ ହେଲା ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲେ।

ଗତକାଲି ରାତିରେ ନକୁଳ ଏକ ବ୍ଲେଡ୍‌ ସାହାଯ୍ୟରେ ନିଜ ହତକୁ କାଟି ଦେଇଥିଲେ। ଫଳରେ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ନକୁଳ ଚମ୍ପଟ ମାରିଛନ୍ତି।

Related Posts

About The Author

Add Comment